କୌଣସି ଚିହ୍ନ ଆଦି ଉଠିବା
Ex. ଅତ୍ୟଧିକ ଗରମ ଯୋଗୁଁ ସାରା ଶରୀରରେ ଘିମିରି ବାହାରି ପଡ଼ିଛି
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
ବାହାରକୁ ଆସିବା
Ex. ସାପ ବିଳରୁ ବାହାରିଲା
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
Ex. ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
କୌଣସି ପୁସ୍ତକଆଦି ଛପା ହୋଇ ଆସିବା
Ex. ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
ଅକ୍ଳେଶରେ ଉଚ୍ଚାରିତ ହେବା
Ex. ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା / ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
କୌଣସି ଆଡ଼କୁ ବଢ଼ିଯାଇଥିବା
Ex. ଏହି ଟେବୁଲ୍ର କୋଣ ଟିକିଏ ବାହାରି ଯାଇଛି
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
Wordnet:
malനീണ്ടു നില്ക്കുക
mniꯍꯦꯗꯣꯛꯄ
ପ୍ରଚଳିତ ବା ଲାଗୁହେବା
Ex. ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)