Dictionaries | References

ଫୁଟିବା

   
Script: Odia

ଫୁଟିବା

ori.wordnet.indo | Oriya  Oriya |   | 
 verb  ନିଆଁରେ ଗରମ କରିବା ସମୟରେ ତରଳ ପଦାର୍ଥ ଫେଣ ସହିତ ଉପରକୁ ଉଠିବା   Ex. ଚୁଲି ଉପରେଥିବା ପାଣି ଫୁଟୁଛି
HYPERNYMY:
ONTOLOGY:
परिवर्तनसूचक (Change)कर्मसूचक क्रिया (Verb of Action)क्रिया (Verb)
 noun  ଫୁଟିବାର ପ୍ରକ୍ରିୟା   Ex. ବାଣ ଫୁଟିବା ସହ ଏକ ପ୍ରଚଣ୍ଡ ଶବ୍ଦ ହେଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdپھوٹنا , پھوٹ
 verb  କଠିନ ବା ଘନ ବସ୍ତୁର ଆଘାତରେ ଭାଙ୍ଗିବା   Ex. ଘଡ଼ା ଫୁଟିଯାଇଛି
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
 verb  ଗଛରେ ଫୁଲ ହେବା   Ex. କ୍ଷେତରେ ସୋରିଷ ଫୁଲ ଫୁଟିଲାଣି
ONTOLOGY:
परिवर्तनसूचक (Change)होना क्रिया (Verb of Occur)क्रिया (Verb)
 noun  ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା   Ex. ପାଣିକ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
   see : ଫୁଟି ଉଠିବା, ଫାଟିବା, ଉଦ୍‌ଗୀରଣ ହେବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP