Dictionaries | References

ପର୍ଯ୍ୟବେକ୍ଷଣ

   
Script: Odia

ପର୍ଯ୍ୟବେକ୍ଷଣ

ori.wordnet.indo | Oriya  Oriya |   | 
 noun  ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ   Ex. ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ନ୍ୟାୟାଳୟ ବା ଅଧିକାରୀଙ୍କ ଦ୍ବାରା ଉଚିତ କାର୍ଯ୍ୟାନୁଷ୍ଠାନ ବା ପ୍ରତିକାର କରିବା ଉଦ୍ଦେଶ୍ୟରେ କୌଣସି ଅପରାଧ ବା ଦୋଷ ପାଇଁ ଧ୍ୟାନ ଦେବାର କ୍ରିୟା   Ex. କେତେକ ନ୍ୟାୟ ପର୍ଯ୍ୟବେକ୍ଷଣ ବିନା ହୋଇଯାଇଥାଏ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP