Dictionaries | References

ଧାଈ

   
Script: Odia

ଧାଈ

ori.wordnet.indo | Oriya  Oriya |   | 
 noun  ପ୍ରସୂତୀର ଉପଚାର ଏବଂ ସେବା ସୁଶ୍ରୁଷା କରୁଥିବା ସ୍ତ୍ରୀ   Ex. ଚିକିତ୍ସକ ପ୍ରସୂତୀର ଭଲମନ୍ଦ ଦେଖିବାପାଇଁ ଜଣେ ଧାଈକୁ ନିଯୁକ୍ତ କରିଛନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ   Ex. ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  କ୍ଷୀର ପିଇବାକୁ ଦେଉଥିବା ଧାଈ   Ex. ଧାଈ ପିଲାକୁ କ୍ଷୀର ପେଉଛି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
   see : ଧାତ୍ରୀ, ଆୟା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP