Dictionaries | References

ଦ୍ୱିଧା

   
Script: Odia

ଦ୍ୱିଧା

ori.wordnet.indo | Oriya  Oriya |   | 
 noun  ହଁ ବା ନାଁର ସ୍ଥିତି   Ex. ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
ONTOLOGY:
अवस्था (State)संज्ञा (Noun)
 verb  ଆଶଙ୍କା, ଅନୌଚିତ୍ୟ ଭାବ, ଅସମର୍ଥତାଆଦି କାରଣରୁ କୌଣସି କାମ କରିବା ପୂର୍ବରୁ କିଛି ସମୟ ଅଟକିବା   Ex. କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଦ୍ୱିଧାରେ ଥିଲା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
 noun  କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା   Ex. ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି / ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
bdगोनो गोथो
kasکھوژان , تَلواس
kokफाटीं फूडें जावप
mniꯅꯤꯡꯖꯤꯡ ꯃꯥꯡꯖꯤꯡꯅꯕ
urdجھجک , ہچکچاہٹ , پس و پیش , گو مگو
 noun  ଦ୍ୱିଧାଯୁକ୍ତ ଅବସ୍ଥା ବା ଭାବ   Ex. ଦ୍ୱିଧାରେ କୌଣସି କାମ ଠିକ ଭାବେ ହୁଏ ନାହିଁ
ONTOLOGY:
अवस्था (State)संज्ञा (Noun)
   see : ସନ୍ଦେହ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP