Dictionaries | References ଦ ଦରସିଝା Script: Odia Meaning Related Words ଦରସିଝା ori.wordnet.indo | Oriya Oriya Rate this meaning Thank you! 👍 adjective ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ Ex. ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା MODIFIES NOUN:ଖାଦ୍ୟବସ୍ତୁ ONTOLOGY:अवस्थासूचक (Stative) ➜ विवरणात्मक (Descriptive) ➜ विशेषण (Adjective) SYNONYM:ଅଧାସିଝା କଞ୍ଚା ଅପକ୍ୱ ଅପରିପକ୍ୱWordnet:asmকেঁ্চা bdगोथां benকাঁচা gujકાચું hinकच्चा kanಅರೆ ಬೆಂದ kasاَڈٕ پوک kokहरवें malപാകമാകാത്ത mniꯃꯨꯟꯗꯕ panਕੱਚੀ telపచ్చిగాఉన్న urdکچا , خام , ناپختہ adjective ଯାହା ଅଧା କଞ୍ଚା କିମ୍ବା ଅଧା ସିଝା Ex. ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ MODIFIES NOUN:ବସ୍ତୁ ONTOLOGY:गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective) SYNONYM:ଅଧାସିଝା ଅଧାକଞ୍ଚାWordnet:asmআধাসিজা bdखावसे मोननाय benআধকাঁচা hinअधकच्चा kanಅರೆಬೆಂದ kasاڑٕ پٔھٹ kokअर्दकच्चें mniꯇꯪꯈꯥꯏ꯭ꯃꯨꯜꯂꯕ panਅੱਧਰਿੱਝੀ tamஅரைவேக்காடு வெந்த telసగం ఉడికిన urdادھ کچا , نصف خام adjective ଯାହା ଫୁଟିଫୁଟି ଅଧା ରହିଯାଏ ଏବଂ ଗାଢା ହୋଇ ଯାଏ(ଦୁଧ,ପାଚନ ଆଦି) Ex. ଦରସିଝା କ୍ଷୀରରେ ରସଗୋଲା ପକାଇ ରସମଲାଇ ତିଆରି କରାଯାଏ MODIFIES NOUN:ଦୁଧ କ୍ୱାଥ୍ ONTOLOGY:अवस्थासूचक (Stative) ➜ विवरणात्मक (Descriptive) ➜ विशेषण (Adjective) SYNONYM:ଦରଫୁଟା ଦରମଲା ଅଧାମରାWordnet:benজ্বাল দেওয়া gujઅધાવટ hinअधावट kanಮರಳಿಸಿದ kasژمیمُت شرپیومُت kokआंटिल्लें malപകുതി ചതച്ച panਅਧਾਵਟ tamகெட்டியான telచిక్కనైన urdادھاوٹ adjective ଯାହା ଅଧା ସିଝା ହୋଇଥାଏ ବା ଭଲ ଭାବରେ ସିଝା ହୋଇ ନ ଥାଏ Ex. ସେ ଦରସିଝା ଅଣ୍ଡାକୁ ଫଟଉଛି MODIFIES NOUN:ବସ୍ତୁ ONTOLOGY:अवस्थासूचक (Stative) ➜ विवरणात्मक (Descriptive) ➜ विशेषण (Adjective)Wordnet:benআধসিদ্ধ gujનીમજોશ hinनीमजोश kanಅರ್ಧ ಬೆಂದ kasاَڈٕ اومُے , اۄڈُے گرٔکھ وول malപകുതി തിളച്ച panਅੱਧ ਉਬਲਿਆ urdنیم ابلا , نیم جوش Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP