Dictionaries | References

ଦରସିଝା

   
Script: Odia

ଦରସିଝା

ori.wordnet.indo | Oriya  Oriya |   | 
 adjective  ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ   Ex. ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 adjective  ଯାହା ଅଧା କଞ୍ଚା କିମ୍ବା ଅଧା ସିଝା   Ex. ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
Wordnet:
kasاڑٕ پٔھٹ
mniꯇꯪꯈꯥꯏ꯭ꯃꯨꯜꯂꯕ
tamஅரைவேக்காடு வெந்த
telసగం ఉడికిన
urdادھ کچا , نصف خام
 adjective  ଯାହା ଫୁଟିଫୁଟି ଅଧା ରହିଯାଏ ଏବଂ ଗାଢା ହୋଇ ଯାଏ(ଦୁଧ,ପାଚନ ଆଦି)   Ex. ଦରସିଝା କ୍ଷୀରରେ ରସଗୋଲା ପକାଇ ରସମଲାଇ ତିଆରି କରାଯାଏ
MODIFIES NOUN:
ଦୁଧ କ୍ୱାଥ୍‌
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 adjective  ଯାହା ଅଧା ସିଝା ହୋଇଥାଏ ବା ଭଲ ଭାବରେ ସିଝା ହୋଇ ନ ଥାଏ   Ex. ସେ ଦରସିଝା ଅଣ୍ଡାକୁ ଫଟଉଛି
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP