Dictionaries | References

ତୁଣ୍ଡି

   
Script: Odia

ତୁଣ୍ଡି

ori.wordnet.indo | Oriya  Oriya |   | 
 noun  ବଳଦ ଆଦିଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲ   Ex. କୃଷକ ହଳ ଯୋଚିବା ସମୟରେ ବଳଦ ମୁହଁରେ ତୁଣ୍ଡି ଲଗାଇ ଦେଲା ଯାହା ଫଳରେ ପାଖ ଖେତର ଫସଲର କ୍ଷତି ହେବନାହିଁ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଗାଈ, ବଳଦ, ଘୋଡ଼ା ଆଦି କିଛି ଚରି ବା ଖାଇ ନ ପାରିବାପାଇଁ ସେମାନଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲି   Ex. ତୁଣ୍ଡି ବନ୍ଧା ହୋଇଥିବାହେତୁ ବଳଦ କିଛି ଖାଇ ପାରୁ ନ ଥିଲା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP