କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
Ex. ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
ଚାରିଆଡ଼ୁ ଘେରିକରି ରହିବା
Ex. ଏବେ ସବୁ ବଣ୍ଡଲ୍ଗୁଡ଼ିକରେ ଉଲ୍ ଗୁଡ଼ାହୋଇଗଲା
ONTOLOGY:
होना क्रिया (Verb of Occur) ➜ क्रिया (Verb)
ଆଙ୍ଗୁଠିଦ୍ୱାରା ଚାରିଆଡ଼ୁ ଗୁଡ଼ାଇ ପିଣ୍ଡୁଳା କରିବା
Ex. ମଙ୍ଗଳା ଉଲ ଗୁଡ଼ାଉଛି
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
ସୂତା ବା ରଶି ଆଦିକୁ ବଣ୍ଡୁଳି ରୂପେ ଗୁଡ଼ାଇବା
Ex. ବାପା କୁଶ ରଶିକୁ ଗୁଡ଼ାଉଛନ୍ତି
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
ବିସ୍ତାର ହୋଇଥିବା ବସ୍ତୁକୁ ଗୋଲାକାରରେ ଘୁରାଇବା ବା ଗଣ୍ଠିଲି ରୂପରେ କରିବା
Ex. ଗାଲିଚାକୁ ଗୁଡ଼ାନ୍ତୁ
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
ଗୁଡ଼ାଇବା ପ୍ରକ୍ରିୟା
Ex. ରସି ବଳିବାପରେ ତାକୁ ଗୁଡ଼ାଇବାପାଇଁ ଛାଡ଼ିଦେଲା
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
(ବିଛଣା ) ଗୋଟାଇବା
Ex. ସେ ବିଛଣା ଗୁଡ଼ାଉଛି
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)