Dictionaries | References

କ୍ୟାପଟେନ୍

   
Script: Odia

କ୍ୟାପଟେନ୍

ori.wordnet.indo | Oriya  Oriya |   | 
 noun  ସେନାର ଜଣେ ଅଧିକାରୀ   Ex. କ୍ୟାପଟେନ୍ ପଦ ମେଜର ତଳେ ହୋଇଥାଏ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  କୌଣସି ଖେଳାଳି ଦଳର ପ୍ରଧାନ ଖେଳାଳି   Ex. ଆମ କ୍ରିକେଟ ଟିମରେ ମହେଶହେଉଛି କ୍ୟାପଟେନ୍
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ   Ex. ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  କୌଣସି ବ୍ୟବସାୟିକ ଜାହାଜକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ଅଧିକାରୀଙ୍କ ନିକଟରେ ଲାଇସେନ୍ସ ଅଛି   Ex. ସମୁଦ୍ର ଦସ୍ୟୁମାନେ କ୍ୟାପଟେନ୍ ଏବଂ ସମସ୍ତ ଯାତ୍ରୀଙ୍କୁ ବନ୍ଦୀ କରିନେଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ   Ex. କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP