ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
Ex. ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
HYPONYMY:
ଅନୁମାନ ପରିକଳ୍ପନା ଦିବାସ୍ୱପ୍ନ
ONTOLOGY:
बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଖିଆଲ ଭାବନା କଳ୍ପନାଶକ୍ତି
Wordnet:
asmকল্পনা
bdसानबोलावरि
benকল্পনা
gujકલ્પના
hinकल्पना
kanಕಲ್ಪನೆ
kasخیال
kokकल्पना
malഭാവന
marकल्पना
mniꯋꯥꯈꯜ
nepकल्पना
panਕਲਪਨਾ
sanकल्पना
tamகற்பனை
telఊహ
urdتصور , خیال , فنتاسی
ଯେଉଁ ବସ୍ତୁ ବାସ୍ତବରେ ନାହିଁ କିନ୍ତୁ କଳ୍ପନାଦ୍ୱାରା ତିଆରି
Ex. କିଛି ଲୋକଙ୍କ ଅନୁସାରେ ଭୂତ ଏକ କଳ୍ପନା / କିଛି କବିଙ୍କର କବିତାଗୁଡ଼ିକର କେନ୍ଦ୍ରବିନ୍ଦୁରେ ତାଙ୍କର କଳ୍ପନା ରହିଥାଏ
HYPONYMY:
ଭୂତ ସୁହେଲ ପରଶ ମଣି ବିଷୁବରେଖା ମକରରେଖା ଗଜମୁକ୍ତା ଚନ୍ଦ୍ରକାନ୍ତ ମଣି ନାଗମଣି ଅସ୍ତାଚଳ ଜ୍ଞାନବୃକ୍ଷ କର୍କରେଖା ଜୀମୂତ ମକ୍ଷଟ୍ଟଗ ଉଲୂକମଣି ଚିନ୍ତାମଣି ରତ୍ନ
ONTOLOGY:
काल्पनिक वस्तु (Imaginary) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
SYNONYM:
ପରିକଳ୍ପନା କାଳ୍ପନିକତା
Wordnet:
asmকল্পনা
bdमिजिङारि
benকল্পনা
gujકલ્પના
hinकल्पना
kanಕಲ್ಪನೆ
kasتخیُل , خیٲلی
kokकल्पना
malകല്പന
marकल्पना
panਕਲਪਨਾ
sanकल्पना
tamகற்பனைப்பொருள்
telకల్పితం
urdتخیل , تصور