Dictionaries | References

କଳ୍ପନା

   
Script: Odia

କଳ୍ପନା

ori.wordnet.indo | Oriya  Oriya |   | 
 noun  ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ   Ex. ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯେଉଁ ବସ୍ତୁ ବାସ୍ତବରେ ନାହିଁ କିନ୍ତୁ କଳ୍ପନାଦ୍ୱାରା ତିଆରି   Ex. କିଛି ଲୋକଙ୍କ ଅନୁସାରେ ଭୂତ ଏକ କଳ୍ପନା / କିଛି କବିଙ୍କର କବିତାଗୁଡ଼ିକର କେନ୍ଦ୍ରବିନ୍ଦୁରେ ତାଙ୍କର କଳ୍ପନା ରହିଥାଏ
ONTOLOGY:
काल्पनिक वस्तु (Imaginary)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP