Dictionaries | References

କଲମ

   
Script: Odia

କଲମ

ori.wordnet.indo | Oriya  Oriya |   | 
 noun  କାଳି ସହାଯ୍ୟରେ କାଗଜଆଦି ଉପରେ ଲେଖିବାର ଉପକରଣ   Ex. ଏହି କଲମ କେହି ଜଣେ ମୋତେ ଉପହାର ଭାବେ ପ୍ରଦାନ କରିଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ପେନ୍‌ ଲେଖନୀ
Wordnet:
kasقلَم , پٮ۪ن
mniꯀꯣꯂꯣꯝ
urdقلم , خامہ , پین
 noun  ଯେଉଁ ଅସ୍ତ୍ରରେ ସୂକ୍ଷ୍ମ ଜିନିଷ କଟାଯାଏ ବା ଖୋଦେଇ ହୁଏ   Ex. ସେ କଲମଦ୍ୱାରା ଶଙ୍ଖମଲମଲ ଉପରେ ରାମଙ୍କ ଚିତ୍ର ତିଆରି କରୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
 noun  ବୃକ୍ଷର ସେହି ଶାଖା ଯାହା ଅନ୍ୟ ଜାଗାରେ ପୋତିବା ବା ଅନ୍ୟ ଗଛରେ ଯୋଡ଼ିବା ନିମନ୍ତେ କଟାଯାଏ   Ex. କଲମ ଉପାୟରେ ତିଆରି କରାଯାଇଥିବା ଗଛର ଫଳ ସ୍ୱାଦିଷ୍ଟ ଏବଂ ବଡ଼ ହୋଇଥାଏ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
 noun  ବହି- ଖାତା ଆଦିରେ ଲେଖାଯାଉଥିବା କୌଣସି ଏକ ଶୀର୍ଷକ   Ex. ଏଥିରେ ଗୋଟିଏ କଲମ ଛାଡ଼ି ହୋଇ ଯାଇଛି
ONTOLOGY:
भाग (Part of)संज्ञा (Noun)
Wordnet:
 noun  ଚିତ୍ର ଅଙ୍କିତ କରିବାପାଇଁ କୌଣସି ବିଶେଷ ସ୍ଥାନ ବା ପରମ୍ପରାର ଶୈଳୀ   Ex. ଏହା ଏକ ରାଜସ୍ଥାନୀ କଲମ
ONTOLOGY:
()कला (Art)अमूर्त (Abstract)निर्जीव (Inanimate)संज्ञा (Noun)
 noun  କାଠ ଆଦିରେ ତିଆରି ଲେଖନ ଯାହା ସାହିରେ ବୁଡ଼ାଇ ବୁଡ଼ାଇ ଲେଖାଯାଏ   Ex. ଛାତ୍ର ନରକଟ କଲମରେ ଲେଖୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
kasنَرکٲنۍ کَلَم
mniꯀꯂꯝ
urdقلم , خامہ , کلک
   see : ଖୁମ୍ବ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP