ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ
Ex. ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benআচার্যমশাই
hinआचार्य
kasآچاریہٕ جی
kokभट
sanआचार्यः
urdآچاریہ
ବେଦ ପଢାଉଥିବା ଲୋକ
Ex. ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
SYNONYM:
ଗୁରୁ ଶିକ୍ଷାଗୁରୁ ଗୁରୁଦେବ
ଯଜ୍ଞ ଆଦି କର୍ମର ଉପଦେଶକ
Ex. ଆଚାର୍ଯ୍ୟ ଯଜ୍ଞ ବେଦୀ ଆଗରେ ବସି ମନ୍ତ୍ରପାଠ ପଢୁଛନ୍ତି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ବ୍ରହ୍ମସୂତ୍ରର ପ୍ରମୁଖ ଭାଷ୍ୟକାର
Ex. ଆଚାର୍ଯ୍ୟ ବ୍ରହ୍ମସୂତ୍ରର ଗୁଢ ରହସ୍ୟଗୁଡିକୁ ସ୍ପଷ୍ଟକରିଦେଲେ
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଏକ ଉପାଧି
Ex. ଶ୍ରୀ ରାମଚନ୍ଦ୍ର ଶୁକ୍ଳ, ହଜାରୀପ୍ରସାଦ ଆଦିଙ୍କୁ ଆଚାର୍ଯ୍ୟ ଉପାଧିରେ ସମ୍ମାନିତ କରାଯାଇଛି
ONTOLOGY:
उपाधि (Title) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)