Dictionaries | References

ଆଚାର୍ଯ୍ୟ

   
Script: Odia

ଆଚାର୍ଯ୍ୟ     

ori.wordnet.indo | Oriya  Oriya
noun  ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ   Ex. ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ଗୁରୁ ଗୁରୁଦେବ
Wordnet:
benআচার্যমশাই
hinआचार्य
kasآچاریہٕ جی
kokभट
sanआचार्यः
urdآچاریہ
noun  ବେଦ ପଢାଉଥିବା ଲୋକ   Ex. ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ଗୁରୁ ଶିକ୍ଷାଗୁରୁ ଗୁରୁଦେବ
noun  ଯଜ୍ଞ ଆଦି କର୍ମର ଉପଦେଶକ   Ex. ଆଚାର୍ଯ୍ୟ ଯଜ୍ଞ ବେଦୀ ଆଗରେ ବସି ମନ୍ତ୍ରପାଠ ପଢୁଛନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ଗୁରୁ
Wordnet:
kasآچاریہٕ
noun  ବ୍ରହ୍ମସୂତ୍ରର ପ୍ରମୁଖ ଭାଷ୍ୟକାର   Ex. ଆଚାର୍ଯ୍ୟ ବ୍ରହ୍ମସୂତ୍ରର ଗୁଢ ରହସ୍ୟଗୁଡିକୁ ସ୍ପଷ୍ଟକରିଦେଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
noun  ଏକ ଉପାଧି   Ex. ଶ୍ରୀ ରାମଚନ୍ଦ୍ର ଶୁକ୍ଳ, ହଜାରୀପ୍ରସାଦ ଆଦିଙ୍କୁ ଆଚାର୍ଯ୍ୟ ଉପାଧିରେ ସମ୍ମାନିତ କରାଯାଇଛି
ONTOLOGY:
उपाधि (Title)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
marआचार्य
See : ଶିକ୍ଷକ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP