ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
Ex. ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
HOLO MEMBER COLLECTION:
ଲିପି ଲେଖ
HYPONYMY:
କକାରାଦି ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ ଯୁକ୍ତାକ୍ଷର କଣ୍ଠ୍ୟ ବର୍ଣ୍ଣ ତାଲବ୍ୟ ମହାପ୍ରାଣ ହାତଲେଖା ଅନୁସ୍ୱାର ବଡ଼ ଅକ୍ଷର ଛୋଟ ଅକ୍ଷର ଏସ ଏ ଅନ୍ତଃସ୍ଥ ବର୍ଣ୍ଣ ଶେଷ ବର୍ଣ୍ଣ ମୂର୍ଦ୍ଧନ୍ୟ ଦନ୍ତ୍ୟ ଓଷ୍ଠୟ ଦଂତ୍ୟଓଷ୍ଠ୍ୟ ଦଗ୍ଧାକ୍ଷର ଡେଲ୍ଟା
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmআখৰ
bdहांखो
benঅক্ষর
gujઅક્ષર
hinअक्षर
kanಅಕ್ಷರ
kasحَرُف
kokअक्षर
malഅക്ഷരം
marवर्ण
nepअक्षर
panਅੱਖਰ
tamஎழுத்து
telఅక్షరం
urdحرف ,
ଶବ୍ଦର ଯେଉଁ ଅଂଶଟି ଶ୍ୱାସର ଗୋଟିଏ ସ୍ପନ୍ଦନରେ ଉଚ୍ଚାରିତ ହୁଏ
Ex. ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି
HYPONYMY:
ମାତୃକା ଆଦ୍ୟାକ୍ଷର
ONTOLOGY:
भाग (Part of) ➜ संज्ञा (Noun)
Wordnet:
bdरिंसार जथाइ
kasلغظڑ
panਅੱਖਰ
sanअक्षरम्
telఅక్షరాలు
ଯାହା ଟାଇପ ରାଇଟରରେ ଟାଇପ କରାଯାଏ
Ex. ଶୀର୍ଷକକୁ ମୋଟା ଅକ୍ଷରରେ ଟାଇପ କର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
hinटंक
kasٹایپ
malടൈപ്പ്
panਟਾਇਪ
sanमुद्रा
urdٹائپ