Dictionaries | References

ସ୍ୱୀକୃତ

   
Script: Odia

ସ୍ୱୀକୃତ

ori.wordnet.indo | Oriya  Oriya |   | 
 adjective  ଯାହକୁ ଅନୁମତି ଦିଆଯାଇଛି   Ex. ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 adjective  ଯାହାକୁ ସହମତି ମିଳିଛି ବା ଯାହା ସ୍ୱୀକାର କରାଯାଇଛି   Ex. ସରକାରଙ୍କଦ୍ୱାରା ସ୍ୱୀକୃତ ଏହି ପରିଯୋଜନା ଅତିଶୀଘ୍ର ଆରମ୍ଭ ହେବ
MERO POSITION AREA:
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
 adjective  ଯାହା ସ୍ୱୀକାର କରାଯାଇଛି   Ex. ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
MODIFIES NOUN:
 adjective  ଯାହାପାଇଁ ସ୍ୱୀକୃତି ମିଳିଯାଇଛି   Ex. ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
MODIFIES NOUN:
   see : ଅଙ୍ଗୀକୃତ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP