Dictionaries | References

ସ୍ୱଚ୍ଛତା

   
Script: Odia

ସ୍ୱଚ୍ଛତା

ori.wordnet.indo | Oriya  Oriya |   | 
 noun  ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ   Ex. ସ୍ୱଚ୍ଛତା ଅନୁସରଣ କଲେ ରୋଗ ବ୍ୟାପେ ନାହିଁ / ରାସାୟନିକ ପ୍ରକ୍ରିୟାଦ୍ୱାରା ଜଳର ସ୍ୱଚ୍ଛତା ରକ୍ଷା କରାଯାଇପାରିବ
ONTOLOGY:
अवस्था (State)संज्ञा (Noun)
 noun  ସ୍ୱଚ୍ଛ ହେବାର ଅବସ୍ଥା ବା ଗୁଣ   Ex. ଆକାଶର ସ୍ୱଚ୍ଛତା କାରଣରୁ ଆରପଟର ଜିନିଷଗୁଡ଼ିକ ଦେଖାଯାଏ ନାହିଁ
ONTOLOGY:
अवस्था (State)संज्ञा (Noun)
 noun  ସ୍ୱଚ୍ଛ ହେବାର ଅବସ୍ଥା   Ex. ଏହି ଭବନର କାନ୍ଥରେ ଲାଗିଥିବା କାଚର ସ୍ୱଚ୍ଛତା ହେତୁ ବାହାରର ମନୋରମ ଦୃଶ୍ୟ ଦେଖିହେଉଛି
ONTOLOGY:
अवस्था (State)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP