Dictionaries | References ସ ସ୍ପଞ୍ଜ Script: Odia Meaning Related Words ସ୍ପଞ୍ଜ ori.wordnet.indo | Oriya Oriya Rate this meaning Thank you! 👍 noun କେତେକ ସମୁଦ୍ର କୀଟଙ୍କ ଅଭ୍ୟନ୍ତରର ହାଡର ସେହି ଢାଞ୍ଚା ଯାହା କୋମଳ ତନ୍ତୁସମୂହର ପିଣ୍ଡ ରୂପରେ ହୋଇଥାଏ ଏବଂ ଯେଉଁଥିରେ ବହୁତ ଛୋଟଛୋଟ କଣା ଥାଏ Ex. ସ୍ପଞ୍ଜ ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇ ଦିଏ ଏବଂ ଏହାକୁ ଦାବିଲେ ସେହି ତରଳ ପଦାର୍ଥ ସେଥିରୁ ବାହାରି ଆସେ ONTOLOGY:प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:benস্পঞ্জ gujસ્પંજ hinस्पंज kasسُپونٛج urdاسپنج noun ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇବା ନିମନ୍ତେ ତିଆରି ରବର ବା ସେଲୁଲୋଜର କୌଣସି ଛିଦ୍ରଦାର ପଦାର୍ଥ Ex. ବଜାରରେ ଭଳିକିଭଳି ସ୍ପଞ୍ଜ ମିଳୁଛି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:kokस्पंज marस्पंज sanजलशोषणी Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP