Dictionaries | References

ସନ୍ୟାସ

   
Script: Odia

ସନ୍ୟାସ

ori.wordnet.indo | Oriya  Oriya |   | 
 noun  ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀବିରାଗୀ ହୋଇ ସବୁ କାମ ନିଷ୍କାମ ଭାବେ କରାଯାଏ   Ex. ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡ଼ିଦେଇ ସନ୍ୟାସ ଗ୍ରହଣ କରୁଥିଲେ
HYPONYMY:
ଆତୁର ସନ୍ୟାସ
ONTOLOGY:
अवस्था (State)संज्ञा (Noun)
 noun  କିଛି ଖେଳ ଆଦିରେ ବା କୌଣସି କର୍ମରେ ସବୁ ସମୟରେ ଦୂରେଇ ଯିବାର କ୍ରିୟା   Ex. ହୋଇପାରେ ସଚିନ୍ ବିଶ୍ବକପ୍ ପରେ କ୍ରିକେଟରୁ ସନ୍ୟାସ ନେଇପାରନ୍ତି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benঅবসর নেওয়া
kasریٹایَرمینٛٹ نٕنۍ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP