Dictionaries | References

ସଦ୍‌ଗୁରୁ

   
Script: Odia

ସଦ୍‌ଗୁରୁ

ori.wordnet.indo | Oriya  Oriya |   | 
 noun  ସତ୍‌ ଏବଂ ଭଲ ଗୁରୁ   Ex. ରାମାନନ୍ଦ, ପରମହଂସଆଦି ସଦ୍‌ଗୁରୁ ଥିଲେ / ଧର୍ମଶାସ୍ତ୍ରରେ ସଦ୍‌ଗୁରୁଙ୍କର ଅନନ୍ତ ମହିମାର ବର୍ଣ୍ଣନା ରହିଛି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
 noun  ଧର୍ମଗ୍ରନ୍ଥଗୁଡିକ ଅନୁସାରେ ଆଧ୍ୟାତ୍ମିକ ଜ୍ଞାନ ଦେଉଥିବା ବା ପଥ ପ୍ରଦର୍ଶକ ଯେଉଁ ଗୁରୁଙ୍କର ସ୍ବାନୁଭୁତି ହୋଇସାରିଛି ଏବଂ ଯେ ସାଧନାର ଠିକ ରାସ୍ତା ବା ପ୍ରଣାଳୀ ବତାଇ ପାରନ୍ତି   Ex. ଲୋକମାନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଉଠେ ଯେ ପରିଣାମତଃ ସଦଗୁରୁଙ୍କୁ ଚିହ୍ନି ହେବ କେମିତି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP