Dictionaries | References

ସତୀ

   
Script: Odia

ସତୀ

ori.wordnet.indo | Oriya  Oriya |   | 
 adjective  ଯେଉଁ ସ୍ତ୍ରୀ ନିଜ ପତି ପ୍ରତି ଅନନ୍ୟ ଅନୁରାଗ ପ୍ରଦର୍ଶନ କରେ ଓ ତାର ସମ୍ପୂର୍ଣ୍ଣ ସେବା କରେ   Ex. ସୁଲୋଚନା ପତିବ୍ରତା ନାରୀ ଥିଲେ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 noun  ଦକ୍ଷ ପ୍ରଜାପତିଙ୍କ କନ୍ୟା   Ex. ସତୀଙ୍କ ସହିତ ଭଗବାନ ଶିବଙ୍କ ବିବାହ ହୋଇଥିଲା
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ନିଜ ସ୍ୱାମୀଙ୍କ ମୃତଦେହ ସହିତ ଚିତାରେ ଝାସ ଦେଉଥିବା ସ୍ତ୍ରୀ   Ex. ମୋଗଲ ସମୟରେ ଅଧିକାଂଶ କ୍ଷତ୍ରିୟ ସ୍ତ୍ରୀ ନିଜ ସ୍ୱାମୀଙ୍କ ମୃତ୍ୟପରେ ନିଜେ ସତୀ ହୋଇଯାଉଥିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP