Dictionaries | References

ସଂଘ

   
Script: Odia

ସଂଘ

ori.wordnet.indo | Oriya  Oriya |   | 
 noun  ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ   Ex. ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ
MERO MEMBER COLLECTION:
ONTOLOGY:
समूह (Group)संज्ञा (Noun)
 noun  ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ସମାଜ   Ex. ନିର୍ବାଣ ପ୍ରାପ୍ତିପାଇଁ ଲୋକେ ସଂଘର ଶରଣ ଯାଆନ୍ତି
ONTOLOGY:
समूह (Group)संज्ञा (Noun)
 noun  ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ନିବାସ ସ୍ଥାନ   Ex. ଇଗତପୁରୀରେ ଏକ ପ୍ରସିଦ୍ଧ ସଂଘ ଅଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
 noun  ପ୍ରାକୃତିକ ବସ୍ତୁଗୁଡ଼ିକର ପ୍ରାଥମିକ ବର୍ଗ   Ex. ଖଣିଜ ବର୍ଗ ମଧ୍ୟ ସଂଘର ଅନ୍ତର୍ଗତ
ONTOLOGY:
समूह (Group)संज्ञा (Noun)
Wordnet:
   see : ଧାର୍ମିକ ସଂଘ, ସମବାୟ ସଂଘ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP