ଜଙ୍ଗଲି ପଶୁ-ପକ୍ଷୀଙ୍କୁ ମାରିବା କାର୍ଯ୍ୟ
Ex. ପ୍ରାଚୀନ କାଳରେ ରାଜା-ମହାରାଜାମାନେ ଶିକାର ନିମନ୍ତେ ଜଙ୍ଗଲ ଯାତ୍ରା କରୁଥିଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ପଶୁ-ପକ୍ଷୀମାନଙ୍କୁ ଶିକାର କରାଯାଏ
Ex. ଶିକାରଟି ଆହତ ହୋଇ ବୁଦା ଭିତରେ ଲୁଚିଗଲା
ONTOLOGY:
जन्तु (Fauna) ➜ सजीव (Animate) ➜ संज्ञा (Noun)
ଯାହାକୁ ଲାଭ ଉଦ୍ଦେଶ୍ୟରେ କବଳିତ କରାଯାଏ
Ex. ଆଜି ମୁଁ ଏକ ଭଲ ଶିକାର ଫସାଇଛି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
Ex. ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
ONTOLOGY:
जन्तु (Fauna) ➜ सजीव (Animate) ➜ संज्ञा (Noun)