Dictionaries | References

ଶରଣାର୍ଥୀ

   
Script: Odia

ଶରଣାର୍ଥୀ

ori.wordnet.indo | Oriya  Oriya |   | 
 noun  ଯାହାକୁ ନିଜ ବାସସ୍ଥାନରୁ ବଳପୂର୍ବକ ବାହାର କରିଦିଆଯାଇଛି ତଥା ଯେ ଅନ୍ୟ ସ୍ଥାନରେ ଶରଣପାଇ ରହିବାକୁ ଇଚ୍ଛା କରୁଅଛି   Ex. ଭାରତରେ ଅନେକ ବିଦେଶୀ ଶରଣାର୍ଥୀ ବସବାସ କରୁଛନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଯିଏ କେଉଁଠି ଶରଣ ପାଇବାପାଇଁ ଇଚ୍ଛା ପ୍ରକାଶ କରେ   Ex. ଭଗବାନ ଶରଣାର୍ଥୀମାନଙ୍କୁ ରକ୍ଷା କରନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
kasپَناہ گُزیٖن , مہاجِر , پَناگیٖر
malശരണാഗതര്
mniꯆꯪꯖꯔꯛꯂꯤꯕ
telశరణు కోరే వాడు
urdپناہ گزیں , مہاجر
 adjective  ଯାହାଙ୍କୁ ନିଜ ବାସସ୍ଥାନରୁ ବଳପୂର୍ବକ ହଟାଇ ଦିଆଯାଇଛି ଏବଂ ଯେ ଅନ୍ୟ ସ୍ଥାନରେ ଶରଣ ପାଇ ରହିବାକୁ ଚାହେଁ   Ex. ଶରଣାର୍ଥୀ ସଲମାନ ଏବେ ଆମେରିକାରେ ରହୁଛି
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP