ଗୋଲାକାରରେ ବଳା ହୋଇଥିବା ଏକ ମିଠାଇ
Ex. ଶ୍ୟାମ ଲଡ଼ୁ ଖାଉଛି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଲଡ଼ୁଭଳି ବାନ୍ଧି ହୋଇଥିବା କୌଣସି ଗୋଲାକାର ବସ୍ତୁ
Ex. ପିଲାମାନେ ଖେଳରେ ମାଟି ଲଡ଼ୁ ତିଆରି କରୁଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)