Dictionaries | References

ବଳିବା

   
Script: Odia

ବଳିବା

ori.wordnet.indo | Oriya  Oriya |   | 
 verb  କାମରେ ଆସିବା ପରେ ମଧ୍ୟ କିଛି ବଳିଯିବା   Ex. ସବୁ ଆବଶ୍ୟକୀୟ ଜିନିଷ କିଣିବା ପରେ ମଧ୍ୟ ମୋ ପାଖରେ ତିନି ଶହ ଟଙ୍କା ବଳିଛି
HYPERNYMY:
ONTOLOGY:
अवस्थासूचक क्रिया (Verb of State)क्रिया (Verb)
 verb  ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା   Ex. ଭାଉଜ ବେସନ ଲଡ଼ୁ ବଳୁଛନ୍ତି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
 noun  ବଳିବାର କ୍ରିୟା ବା ଭାବ   Ex. ରାମୁର କକା ଦଉଡ଼ା ବଳିବା କାମ କରୁଛନ୍ତି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP