Dictionaries | References ର ରିକ୍ସା Script: Odia Meaning Related Words ରିକ୍ସା ori.wordnet.indo | Oriya Oriya Rate this meaning Thank you! 👍 noun ତିନି ଚକିଆ ଏକ ଯାତ୍ରୀବାହୀ ଗାଡ଼ି ଯେଉଁଥିରେ ବ୍ୟକ୍ତି ସାଇକେଲ ଭଳି ପେଡ଼ାଲ ମାରି ଚଲାଏ Ex. ବୁଢ଼ା ରିକ୍ସା ଚାଳକ ରିକ୍ସା ଚଲାଇବା ସମୟରେ ଧଇଁସଇଁ ହେଉଥିଲା ATTRIBUTES:ମାନବ ଚାଳିତ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ରେକ୍ସାWordnet:benরিকশা gujરિક્ષા hinरिक्शा kanರಿಕ್ಷಾ kokरिक्षा malറിക്ഷ marसायकलरिक्षा panਰਿਕਸ਼ਾ tamரிக்சா telరిక్షా urdرکشہ noun ଦୁଇ ଚକିଆ ଯାତ୍ରୀବାହୀ ଗାଡ଼ି ଯାହାକୁ ଜଣେ ଲୋକ ଗୋଡ଼ରେ ହିଁ ଟାଣେ Ex. ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ କଲିକତାର ରାସ୍ତାରେ କେତେକ ଲୋକ ରିକ୍ସା ଟାଣିବା ଦେଖାଯାଏ ATTRIBUTES:ମାନବ ଚାଳିତ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ହାତଟଣା ରିକ୍ସାWordnet:benটানা রিক্সা gujરિક્ષા hinरिक्शा marरिक्षा urdرکشہ , نرگاڑی Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP