Dictionaries | References

ମୋଡ଼

   
Script: Odia

ମୋଡ଼

ori.wordnet.indo | Oriya  Oriya |   | 
 noun  ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ   Ex. ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଯେଉଁ ସ୍ଥାନରେ କୌଣସି ବସ୍ତୁ ମୋଡ଼ି ହୋଇଥାଏ   Ex. ତାରର ମୋଡ଼ ଉପରେ ଝିଟିପିଟିଟିଏ ବସିଛି
HYPONYMY:
ONTOLOGY:
भाग (Part of)संज्ञा (Noun)
 noun  ଯେଉଁ ସ୍ଥାନରେ କୌଣସି କାର୍ଯ୍ୟ,ଘଟଣା ଆଦିର ଦିଗ ପରିବର୍ତ୍ତନ ହୁଏ   Ex. ଏଇଠାରୁ କାହାଣୀ ଏକ ନୂଆ ମୋଡ଼ ନେଉଛି
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
SYNONYM:
   see : ମକଚା, ବୁଲାଣି, ବୁଲାଣି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP