ଧର୍ମ, ସମାଜ, ଆଇନ ଆଦିର ଆଧାରରେ ଯେଉଁ ସ୍ତ୍ରୀଲୋକକୁ ମାର ମର୍ଯ୍ୟାଦା ମିଳିଛି
Ex. ମାଆ ମୋତେ ନିଜମାଆ ଠାରୁ ମଧ୍ୟ ଅଧିକ ସ୍ନେହ କରେ
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
Ex. ଏହା ମାଆ ପାର୍ବତୀଙ୍କ ମନ୍ଦିର
ONTOLOGY:
उपाधि (Title) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)