ତିଳ ମିଶା ମୁଗ ବା ବିରିର ବଡି
Ex. ମାଆ ଆଜି ତିଳମିଶା ମୁଗ ବଡି ତିଆରି କରୁଛନ୍ତି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
SYNONYM:
ତିଳମିଶା ବିରିବଡି ରାଶିମିଶା ମୁଗ ବଡି ରାଶିମିଶା ବିରି ବଡି ଖସାମିଶା ମୁଗବଡି ଖସାମିଶା ବିରିବଡି
Wordnet:
benতিলোরা
hinतिलोरा
kokतिलोरा
urdتِلُورا