Dictionaries | References

ମର୍ଦ୍ଦନ

   
Script: Odia

ମର୍ଦ୍ଦନ

ori.wordnet.indo | Oriya  Oriya |   | 
 noun  ପାଦତଳେ ଦବି ବା ଦବାହୋଇ ନଷ୍ଟ ହେବା ବା କରିବାର କ୍ରିୟା   Ex. ଭଗବାନ ଶ୍ରୀକୃଷ୍ଣ କାଳୀୟନାଗ ମର୍ଦ୍ଦନ କରିଥିଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
 noun  ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା   Ex. ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା   Ex. ପରମେଶ୍ୱର ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ   Ex. ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP