କ୍ରିକେଟ ଖେଳରେ ବ୍ୟବହୃତ କାଠର ଏକ ଦଣ୍ଡା ଯେଉଁଥିରେ ବଲ୍ ଖେଳାଯାଏ
Ex. ପିଲାଟି ବ୍ୟାଟରେ ବଲ୍ ଖେଳୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmবেট
bdक्रिकेटनि गन
benব্যাট
gujબેટ
hinबल्ला
kanಬ್ಯಾಟು
kasبیٹ
kokबॅट
malപന്തടിക്കോല്
marबॅट
mniꯕꯦꯇ
nepब्याट
panਬੱਲਾ
sanफलकम्
tamபேட்
urdبَلّا , بَیٹ
ଟେବୁଲ ଟେନିସ ଖେଳରେ ବ୍ୟବହୃତ ଏକ ଚେପଟା ଖେଳ ଉପକରଣ
Ex. କେତେକ ବ୍ୟାଟର ପୃଷ୍ଠ ଚିକ୍କିଣିଆ ଓ କେତେକ ବ୍ୟାଟର ପୃଷ୍ଠ ଖଦଡ଼ିଆ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
sanताडनी
tamபந்தடிக்கும் மட்டை
urdبیٹ
ବିଭିନ୍ନ ଖେଳରେ ବ୍ୟବହୃତ ଯେଉଁ ଖେଳ ଉପକରଣଦ୍ୱାରା ବଲକୁ ମରାଯାଏ
Ex. ମୋ କ୍ରିକେଟ ବ୍ୟାଟ ଭାଙ୍ଗିଯାଇଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)