Dictionaries | References

ପ୍ରସାରଣ

   
Script: Odia

ପ୍ରସାରଣ

ori.wordnet.indo | Oriya  Oriya |   | 
 noun  ବିସ୍ତାର କରିବା ବା ବଢ଼ିବା କ୍ରିୟା ବା ଭାବ   Ex. ବଢ଼ି ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ବନ୍ଧସମୂହର ପ୍ରସାରଣ ଆବଶ୍ୟକ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି ବିଷୟ ଲୋକପ୍ରିୟ ବା ପ୍ରସାର କରିବାର ପ୍ରକ୍ରିୟା   Ex. ବିଜ୍ଞାପନ ହିଁ ପ୍ରସାରଣର ଉତ୍ତମ ମାଧ୍ୟମ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ରେଡିଓ ମାଧ୍ୟମରେ ସଙ୍ଗୀତ, ଭାଷଣ ଆଦି ଶୁଣାଇବାପାଇଁ ଲୋକମାନଙ୍କ ପାଖକୁ ପ୍ରେରଣ କରିବାର ପ୍ରକ୍ରିୟା   Ex. ଏହା ଆକାଶବାଣୀ କଟକର ପ୍ରସାରଣ କେନ୍ଦ୍ର
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ପ୍ରସାର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP