Dictionaries | References

ପ୍ରତିକ୍ରିୟା

   
Script: Odia

ପ୍ରତିକ୍ରିୟା

ori.wordnet.indo | Oriya  Oriya |   | 
 noun  କୌଣସି କାମ ହେଲାପରେ ତା ବିରୋଧରେ ବା ପରିଣାମସ୍ୱରୂପ ହେଉଥିବା ଦ୍ୱିତୀୟ କ୍ରିୟା   Ex. ଚୋରୀ ଧରାପଡ଼ିଲା ପରେ ବିନା ପ୍ରତିକ୍ରିୟାରେ ସେ ନିଜର ଅପରାଧ ସ୍ୱୀକାର କରିନେଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି କ୍ରିୟା ପରି କିନ୍ତୁ ବିପରୀତ ବା ବିରୁଦ୍ଧରେ ହେଉଥିବା କ୍ରିୟା   Ex. ବନ୍ଧୁକରୁ ଗୁଳି ଚାଳନା ବେଳେ ଲାଗୁଥିବା ଧକ୍କା ହିଁ ହେଉଛି ପ୍ରତିକ୍ରିୟା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ପ୍ରତିଶୋଧ, ଫିଡବ୍ୟାକ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP