Dictionaries | References

ପାନଡବା

   
Script: Odia

ପାନଡବା

ori.wordnet.indo | Oriya  Oriya |   | 
 noun  ଯେଉଁ ଡବାରେ ପାନ ଏବଂ ପାନରେ ଲଗାଯାଉଥିବା ଖଇର, ଚୂନ, ଗୁଆ ଆଦି ଜିନିଷ ରଖାଯାଏ   Ex. ଜେଜେ ପାନଡବା ଖୋଲିଲେ ଏବଂ ପାନ ଭାଙ୍ଗିଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ସୁନା ବା ରୂପା ବାକ୍ସରେ ରଖାଯାଇଥିବା ପାନ ଖିଲ   Ex. ଭୋଜନ ପରେ କୁଣିଆମାନଙ୍କୁ ଖାଇବାକୁ ପାନଡବା ଦିଆଗଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP