Dictionaries | References

ପରିଶିଷ୍ଟ

   
Script: Odia

ପରିଶିଷ୍ଟ

ori.wordnet.indo | Oriya  Oriya |   | 
 noun  କୌଣସି ପୁସ୍ତକର ଅତିରିକ୍ତ ଅଂଶ ଯେଉଁଥିରେ କିଛି ଏଭଳି କଥା ଦିଆଯାଇଥାଏ ଯାହାଦ୍ୱାରା ତାର ଉପଯୋଗିତା ଅଥବା ମହତ୍ୱ ବଢେ   Ex. ବହିର ପରିଶିଷ୍ଟ ପଢି ହିଁ ଜଗନ ତାକୁ କିଣିନେଲା
ONTOLOGY:
भाग (Part of)संज्ञा (Noun)
Wordnet:
bdदाजाबमु बिलाइ
mniꯐꯥꯍꯟꯕ꯭ꯁꯔꯨꯛ
urdضمیمہ , تتمہ , ملحقہ
 noun  କୌଣସି ପୁସ୍ତକ, ଲେଖା ଆଦିର ଅନ୍ତିମ ଭାଗ ଯେଉଁଥିରେ ପ୍ରଥମେ ନିଜ ସ୍ଥାନରେ ଆସିପାରିନଥିବା ଆବଶ୍ୟକ ବା ଉପଯୋଗୀ କଥା ରହେ   Ex. ଶିକ୍ଷକଙ୍କ ଧ୍ୟାନ ଅଚାନକ ପରିଶିଷ୍ଟ ଆଡ଼କୁ ଗଲା
ONTOLOGY:
भाग (Part of)संज्ञा (Noun)
Wordnet:
mniꯃꯃꯩ꯭ꯊꯪꯕ꯭ꯁꯔꯨꯛ
urdتتمّہ , ضمیمہ , ملحقہ
 adjective  ଛାଡ଼ି ଯାଇଥିବା ବା ବଳକା ରହି ଯାଇଥିବା   Ex. ଆପଣ ଏହି ପରିଶିଷ୍ଟ ପୃଷ୍ଠାଗୁଡ଼ିକ ମଧ୍ୟ ବହିରେ ମୁଦ୍ରଣ କରନ୍ତୁ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP