Dictionaries | References

ନାଲିଫିତା

   
Script: Odia

ନାଲିଫିତା     

ori.wordnet.indo | Oriya  Oriya
noun  ସେହି ତନ୍ତ୍ର ଯେଉଁଥିରେ ମନମୁଖି ଭାବରେ ଅବହେଳାପୂର୍ଣ୍ଣ କାର୍ଯ୍ୟ ଯାହା ବିଶୃଙ୍ଖଳତାର ସହ ଅଧା ରହେ ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହୋଇନପାରି ଆବଶ୍ୟକତାଠାରୁ ଅଧିକ ସମୟ ନେଉଥିବା ଶାସନ ପ୍ରଣାଳୀ   Ex. କେତେକ ପ୍ରମୁଖ ମହତ୍ବପୂର୍ଣ୍ଣ ଯୋଜନା ଉପରେ ନାଲିଫିତାର ମନ୍ଦ ପ୍ରଭାବ ପଡୁଛି
ONTOLOGY:
सामाजिक अवस्था (Social State)अवस्था (State)संज्ञा (Noun)
Wordnet:
benলালফিতেতন্ত্র
gujતુમારશાહી
hinलालफीताशाही
urdلال فیتہ شاہی , دفترشاہی
noun  ସରକାରୀ କାର୍ଯ୍ୟାଳୟରେ କାଗଜ-ପତ୍ର,ନଥି ଅଦି ଯାହା ଲାଲରଙ୍ଗର ପଟି ବା ଫିତାରେ ବନ୍ଧା ଯାଏ   Ex. ନକଲନବିସ ନାଲିଫିତାରେ ଛପି ରହିଥିବା ଦସ୍ତାବିଜ୍କୁ ଖୋଲୁଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ନାଲି ଫିତା
Wordnet:
benলালফিতে
gujલાલા પટ્ટી
hinलालफ़ीता
kanಕೆಂಪು ರಿಬ್ಬನ್ನು
sanरक्तबन्धिनी
urdلال فیتہ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP