ଶାଢ଼ୀ, ଧୋତି ଆଦିର ଧଡ଼ି ଯାହା ଲମ୍ବରେ ଓ ଅନ୍ୟ ରଙ୍ଗର ସୁତାରେ ବୁଣା ହୋଇଥାଏ
Ex. ସେ ଧୋତିର ଧଡ଼ି ଚିରି ବାହାର କରିଦେଲେ
ONTOLOGY:
भाग (Part of) ➜ संज्ञा (Noun)
କପଡ଼ାଆଦିର ଧାରରେ ଅଙ୍କାହୋଇଥିବା ନମୂନା
Ex. ଏହି ଚାଦରର ଧଡ଼ି କେତେ ସୁନ୍ଦର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
urdکڑھائی , گلکاری , نقاشی କପଡ଼ାର ଧଡ଼ିରେ ଯେଉଁ ଭାଗରେ ସିଲେଇ କରିବାପାଇଁ ମୋଡ଼ିକରି ଧରାଯାଏ
Ex. ଧଡ଼ି କେଉଁଠି ମୋଟା ତ କେଉଁଠି ପତଳା ହୋଇଯାଇଛି
ONTOLOGY:
भाग (Part of) ➜ संज्ञा (Noun)
Wordnet:
malതുണിയുടെ മടക്കിയ വക്ക് କୌଣସି ବସ୍ତୁ ଆଦିର ପ୍ରାନ୍ତର ଯେଉଁ ଭାଗଟି ସଜ୍ଜିତ ହୋଇଥାଏ
Ex. ଏହି ଧୋତିର ଧଡ଼ି ଭାରି ବଢ଼ିଆ ଲାଗୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଲୁଗାରେ ବୁଣାଯାଉଥିବା ଓସାରରେ ଚାଲୁଥିବା ସୂତା
Ex. ଲୁଗାର ଠାଏଠାଏ ଧଡ଼ି ଛିଣ୍ଡିଗଲାଣି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)