Dictionaries | References

ଦୁର୍ଗ

   
Script: Odia

ଦୁର୍ଗ

ori.wordnet.indo | Oriya  Oriya |   | 
 noun  ଶତୃଠାରୁ ରକ୍ଷାପାଇବାପାଇଁ ତିଆରି କରାଯାଇଥିବା ସୁଦୃଢ଼ ସ୍ଥାନ ଯାହା କାନ୍ଥଦ୍ୱାରା ଚାରିପାଖ ଘେରା ହୋଇଥାଏ   Ex. ମୋଗଲକାଳୀନ ଦୁର୍ଗଗୁଡ଼ିକ ସ୍ଥାପତ୍ୟ କଳାର ଭଲ ନମୂନା
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  କାହାରି ସୁରକ୍ଷା ଦୃଷ୍ଟିରୁ କାନ୍ଥ ଆଦି ଗଢ଼ି କରାଯାଉଥିବା କାମ   Ex. ଶିବାଜୀଙ୍କ ଦୁର୍ଗକୁ ଭାଙ୍ଗି ମହଲରେ ପ୍ରବେଶ କରିବା ଅସମ୍ଭବ ଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
   see : ଦୁର୍ଗ ଜିଲ୍ଲା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP