Dictionaries | References

ତରଳିବା

   
Script: Odia

ତରଳିବା

ori.wordnet.indo | Oriya  Oriya |   | 
 verb  ଗରମରୁ କୌଣସି ବସ୍ତୁ କ୍ଷୟହୋଇ ପାଣିଭଳି ହୋଇଯିବା   Ex. ବରଫକୁ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ରଖିଲେ ତରଳି ଯାଏ
ONTOLOGY:
भौतिक अवस्थासूचक (Physical State)अवस्थासूचक क्रिया (Verb of State)क्रिया (Verb)
SYNONYM:
ବିଗଳିତ ହେବା
 noun  ତରଳିବାର ପ୍ରକ୍ରିୟା   Ex. ବରଫକୁ ତରଳିବାରୁ ରକ୍ଷା କରିବା ପାଇଁ ତାକୁ ଅଖା ଇତ୍ୟାଦିରେ ଢାଙ୍କି ଦିଅ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP