Dictionaries | References

ତବକ

   
Script: Odia

ତବକ

ori.wordnet.indo | Oriya  Oriya |   | 
 noun  ଘୋଡାଙ୍କୁ ହେଉଥିବା ଏକ ରୋଗ ଯାହାଦ୍ବାରା ସେମାନଙ୍କ ଶରୀରର କୌଣସି ଭାଗରେ ଫୁଲା ହୁଏ ଏବଂ ଦାଗ ପଡିଯାଏ   Ex. କଳା ଘୋଡାକୁ ତବକ ହୋଇଛି
ONTOLOGY:
रोग (Disease)शारीरिक अवस्था (Physiological State)अवस्था (State)संज्ञा (Noun)
Wordnet:
 noun  ଏକ ପ୍ରକାର ପତଳାଚୌଡା ଥାଳି   Ex. ନମାଜ ପରେ ତବକରେ ଖାଦ୍ୟ ପରଶାଗଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ମୁସଲମାନ ସ୍ତ୍ରୀମାନଙ୍କଦ୍ବାରା ଭୂତପ୍ରେତ ଏବଂ ପରୀମାନଙ୍କର ଆଘାତରୁ ବଞ୍ଚିବାପାଇଁ କରାଯାଉଥିବା ଏକ ଉପଚାର   Ex. ସଲ୍‌ମା ତବକପାଇଁ ଯାଇଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP