କଠିନ ଆବରଣ ବିଶିଷ୍ଟ ଗୋଟିଏ ମାତ୍ର ବଡ଼ ମଞ୍ଜିଥିବା ଗୋଟିଏ ଫଳ
Ex. ଆମ୍ବ ଖାଇବାପରେ ସେ ଟାକୁଆକୁ ଘର ପଛପଟେ ଲଗାଇଦେଲା
ONTOLOGY:
भाग (Part of) ➜ संज्ञा (Noun)
Wordnet:
urdگٹھلی , آنٹھی , پھل کابیج ଭିଣା ଯାଇଥିବା ତୁଳାକୁ କାଠିରେ ଗୁଡ଼ାଇ ତିଆରି କରାଯାଇଥିବା ବଣ୍ଡଲ ବା ଗୋଲା ଯେଉଁଥିରୁ ସୂତା କଟାଯାଏ
Ex. ମା ଟାକୁଆରେ ସୂତା କାଟୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)