Dictionaries | References ଛ ଛୁଟି Script: Odia Meaning Related Words ଛୁଟି ori.wordnet.indo | Oriya Oriya Rate this meaning Thank you! 👍 noun କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ Ex. ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି HYPONYMY:ଅର୍ଜିତଛୁଟି ଅଧ୍ୟୟନଅବକାଶ ଫରଲୋ ଆକସ୍ମିକ ଛୁଟୀ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଅବକାଶWordnet:asmছুটী bdचुटि gujરજા hinछुट्टी kanರಜೆ kokसुटी malഅവധി marसुटी mniꯁꯤꯜꯍꯦꯟꯕ nepछुट्टी panਛੁੱਟੀ tamவிடுமுறை telసెలవు urdیوم تعطیل , چھٹی , بندی noun କାହାର କାମ ନକରିବା ବା କାମଉପରେ ଉପସ୍ଥିତ ନହେବା କ୍ରିୟା Ex. ସୋମବାର ଦିନ ମୁଁ ଛୁଟି ନେବି ଆଉ ବୁଲିବାକୁ ଯିବି HYPONYMY:ଲମ୍ବାଛୁଟି ONTOLOGY:शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)Wordnet:benছুটি নেওয়া gujરજા hinनागा kasچُھٹی kokदांडी marखाडा mniꯂꯥꯛꯇꯕ panਨਾਗਾ tamவிடுப்பு urdچھٹی , غیر حاضری , ناغہ , خالی , تعطیل noun କାମ କରିବା ସମୟର ସମାପ୍ତି Ex. ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kokसुटले mniꯁꯨꯇꯤ telసెలవు urdچھٹی , تعطیل , رخصت , فرصت , چھٹکارا noun ମୁକ୍ତି ମିଳିବା ବା ଛାଡ଼ିବାର ପ୍ରକ୍ରିୟା Ex. ଏହି କାମରୁ ମୋତେ ଛୁଟି ମିଳିପାରୁନାହିଁ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଅବକାଶWordnet:asmছুটী bdसुथि benছুটি kasفٕرسَتھ , پھٕرسَتھ , چُھٹی malഅവധി marसुटणूक mniꯑꯍꯥꯡꯕ sanविरामः urdفرصت , چھٹی , مہلت , فراغت , چھٹکارا See : କାର୍ଯ୍ୟ ଅବସର Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP