Dictionaries | References

ଗୁଣଗାନ

   
Script: Odia

ଗୁଣଗାନ

ori.wordnet.indo | Oriya  Oriya |   | 
 noun  କାହାର ପ୍ରଶଂସାରେ ଗାନ କରାଯାଉଥିବା ଗୀତ   Ex. ସନ୍ଥ ଲୋକ ସବୁବେଳେ ଭଗବାନଙ୍କର ଗୁଣଗାନ କରନ୍ତି
HYPONYMY:
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଗୀତ ମାଧ୍ୟମରେ କାହାରି ଗୁଣ, ଯଶ ପ୍ରଶଂସାଆଦିର ବର୍ଣ୍ଣନା   Ex. ପ୍ରାଚୀନ କାଳରେ ଭାଟମାନେ ନିଜ ରାଜାମହାରାମାନଙ୍କ ଗୁଣଗାନ କରିବାରେ ଥକି ଯାଉନଥିଲେ
ONTOLOGY:
कला (Art)अमूर्त (Abstract)निर्जीव (Inanimate)संज्ञा (Noun)
 noun  କାହାର ଭଲଗୁଣ ପ୍ରଶଂସା କରିବାର କାର୍ଯ୍ୟ   Ex. ସେ ତାଙ୍କର ଗୁରୁଙ୍କର ଗୁଣଗାନ କରିବାକୁ ପଛାଏ ନାହିଁ
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP