Dictionaries | References

କ୍ଷମା

   
Script: Odia

କ୍ଷମା

ori.wordnet.indo | Oriya  Oriya |   | 
 noun  ଯେଉଁ ଚିତ୍ତବୃତ୍ତିଦ୍ୱାରା ମନୁଷ୍ୟ ଅନ୍ୟଦ୍ୱାରା ଦିଆ ଯାଉଥିବା କଷ୍ଟ ସହିନିଏ ଏବଂ ତାହାର ପ୍ରତିକାର ବା ଦଣ୍ଡ ଇଚ୍ଛା କରେନାହିଁ   Ex. କ୍ଷମା ବୀରର ଆଭୂଷଣ/ରାମ ନିଜ ଭାଇର ହତ୍ୟାକାରୀକୁ କ୍ଷମା କରିଦେଲା
ONTOLOGY:
मानसिक अवस्था (Mental State)अवस्था (State)संज्ञा (Noun)
Wordnet:
 noun  କ୍ଷମା କରିବାର କାର୍ଯ୍ୟ ଯାହା ଦାନଶ୍ରେଣୀରେ ଆସିଥାଏ   Ex. ରାଜା ଦୁଷ୍ଟମନ୍ତ୍ରୀଙ୍କୁ କ୍ଷମା ଦେଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP