Dictionaries | References

କାଟିବା

   
Script: Odia

କାଟିବା

ori.wordnet.indo | Oriya  Oriya |   | 
 verb  ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା   Ex. ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
ONTOLOGY:
परिवर्तनसूचक (Change)कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ଲେଖାକୁ କଲମରେ କାଟିଦେବା   Ex. ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
 verb  କୌଣସି ବସ୍ତୁରୁ କୌଣସି ଅଂଶ ଅଲଗା କରିଦେବା   Ex. ହିସାବ ଅଧିକାରୀ ମୋ ଦରମାରୁ କୋଡ଼ିଏ ପ୍ରତିଶତ ଆୟକର କାଟୁଛନ୍ତି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା   Ex. ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
HYPERNYMY:
କାଟିବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
kasترٛاش ہیوٚن
mniꯀꯛꯄ
urdکترنا , , چھانٹنا , قطع کرناکاٹنا
 verb  କାଟିକରି ଅଲଗା କରିବା   Ex. ସେ ଛାତ ଉପରକୁ ଓହଳିଥିବା ଡାଳଟିକୁ କାଟିଦେଲେ
HYPERNYMY:
କାଟିବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ନିର୍ବାହ କରିବା ବା ବିତାଇଥିବା   Ex. ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
ONTOLOGY:
अवस्था (State)संज्ञा (Noun)
Wordnet:
asmঅতিবাহিত কৰা
mniꯂꯦꯜꯂꯛꯄ
urdگذارنا , کاٹنا , بتانا
 verb  କୌଣସି ଧାରୁଆ ହତିଆରର ଆଘାତରେ କୌଣସି ବସ୍ତୁକୁ ଖଣ୍ଡ ଖଣ୍ଡ କରିବା   Ex. ସେ ରୋଷେଇ କରିବା ପାଇଁ ପରିବା କାଟୁଛି
ENTAILMENT:
HYPERNYMY:
ONTOLOGY:
होना क्रिया (Verb of Occur)क्रिया (Verb)
 verb  ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା   Ex. ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
HYPERNYMY:
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା   Ex. ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
tamபிரித்து வை
   see : ଖଣ୍ଡନ କରିବା, ଯନ୍ତ୍ରଣା ହେବା, ଛେଲିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP