Dictionaries | References

ଉପଯୋଗିତା

   
Script: Odia

ଉପଯୋଗିତା

ori.wordnet.indo | Oriya  Oriya |   | 
 noun  ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ   Ex. ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benসদ্ ব্যবহার
kasاہمِیَت , قدٕر
urdافادیت , اہمیت , ضرورت , وقعت , قدر , منزلت
 noun  କାମରେ ଆସିବାର ଯୋଗ୍ୟତା   Ex. ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଉପଯୋଗରେ ଆସିବାର ଅବସ୍ତା ବା ଭାବ   Ex. ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
ONTOLOGY:
अवस्था (State)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP