Dictionaries | References ଉ ଉପନିବେଶ Script: Odia Meaning Related Words ଉପନିବେଶ ori.wordnet.indo | Oriya Oriya Rate this meaning Thank you! 👍 noun ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ Ex. ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କଲୋନୀWordnet:asmউপনিৱেশ benআস্তানা gujઉપદ્રવ hinउपनिवेश kanಕಾಲನಿ kasکالونی , کٔیٚمۍ کھۄڑ , جماو , جمع گَژُھن kokवसणूक mniꯇꯨꯡꯁꯤꯟꯕ panਉਪਨਿਵੇਸ਼ tamகுடியேற்றபகுதி telవలస urdنوآبادی , کالونی noun ଅନ୍ୟ ସ୍ଥାନରୁ ଆସିଥିବା ଲୋକଙ୍କ ବସ୍ତି Ex. ପ୍ରଥମେ ପ୍ରଥମେ ଇଂରେଜମାନେ ଭାରତରେ ଅନେକ ଜାଗାରେ ନିଜର ଉପନିବେଶ ସ୍ଥାପନ କରିଥିଲେ HYPONYMY:ଜିବ୍ରାଲ୍ଟର ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun) SYNONYM:କଲୋନିWordnet:bdफामु benউপনিবেশ kanವಸಹಾತು kasکالٕنی kokवसणूक malകോളനി mniꯀꯣꯂꯣꯅꯤ sanउपनिवेश tamகுடியேற்ற நிலம் urdنوآبادیات , کالونی noun ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇ ବସବାସ କରିବା କ୍ରିୟା Ex. ଇଂଗ୍ରେଜମାନଙ୍କ ଭାରତରେ ଉପନିବେଶ ଏହି ସମୟରେ ହୋଇଥିଲା ଯେତେବେଳେ ଭାରତ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:gujઉપનિવેશ kanವಲಸೆ kasنَو آباد کٲری malകുടിയേറ്റം mniꯃꯤꯔꯩꯕꯥꯛꯇꯒꯤ꯭ꯂꯥꯛꯄ꯭ꯃꯤꯑꯣꯏꯁꯤꯡꯒꯤ꯭ꯈꯨꯟꯗꯥꯐꯝ nepउपनिवेश tamகுடியேற்றப்பகுதி telవలస urdنوآبادکاری , استعمار , آبادکاری , استعماریت noun ନିଜ ଘରଠାରୁ ଦୂରକୁ ଯାଇ ବସବାସ କରୁଥିବା ଲୋକସମୂହ ଯେଉଁମାନେ ସ୍ୱଦେଶ ସହ ସଂପର୍କ ଜାରି ରଖିଥାନ୍ତି Ex. ଉପନିବେଶଙ୍କ ପାଖରେ ନିଜ ଦେଶର ରାଷ୍ଟ୍ରୀୟତା ରହିଥାଏ ONTOLOGY:समूह (Group) ➜ संज्ञा (Noun)Wordnet:kokउपनिवेश panਉਪਨਿਵੇਸ਼ sanउपनिवेशः urdکالونی , نوآبادی noun ରାଜନୈତିକ ରୂପରେ ଗୋଟିଏ ଦୂର ଦେଶଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଭୌଗଳିକ କ୍ଷେତ୍ର Ex. ଏହି ଉପନିବେଶ ଆମେରିକାଦ୍ୱାରା ନିୟନ୍ତ୍ରିତ ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)Wordnet:gujવસાહત panਕਲੌਨੀ urdنوآبادیاتی بستی , کالونی Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP