Dictionaries | References

ଅନ୍ଧକୂପ

   
Script: Odia

ଅନ୍ଧକୂପ

ori.wordnet.indo | Oriya  Oriya |   | 
 noun  ଯେଉଁ କୂଅର ପାଣି ଶୁଖିଯାଇଥାଏ ଏବଂ ଅନ୍ଧକାରମୟ ହୋଇଥାଏ   Ex. ସେ ତା ସ୍ତ୍ରୀଠାରୁ ମୁକ୍ତି ପାଇବାପାଇଁ ତାକୁ ଅନ୍ଧକୂପକୁ ଠେଲିଦେଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଏକ ପ୍ରକାରର ନର୍କ   Ex. ଅନ୍ୟକୁ କଷ୍ଟ ଦେଉଥିବା ଲୋକକୁ ଅନ୍ଧକୂପ ନର୍କ ଭୋଗିବାକୁ ପଡିଥାଏ ଯେଉଁଠି ସର୍ପ ଆଦି ବିଷାକ୍ତ ଭୟଙ୍କର ଜୀବ ତାର ରକ୍ତ ପାନ କରନ୍ତି
ONTOLOGY:
पौराणिक स्थान (Mythological Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ଅନ୍ଧକୂପ ନର୍କ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP